ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାସ   ବିଶେଷ୍ୟ

ଅର୍ଥ : ଶ୍ରୀକୃଷ୍ଣଙ୍କ ବ୍ରଜ ଗୋପୀମାନଙ୍କ ସହିତ ଘେରମଧ୍ୟରେ କରୁଥିବା ନୃତ୍ୟ

ଉଦାହରଣ : ରାସ ଦେଖି ସମସ୍ତ ବ୍ରଜବାସୀ ପ୍ରସନ୍ନ ହେଉଥିଲେ

ସମକକ୍ଷ : ରାସ ଲୀଳା, ରାସଲୀଳା

श्री कृष्ण का ब्रज की गोपियों के साथ घेरे में किया जाने वाला नृत्य।

रास देखकर सभी ब्रजवासी प्रसन्न हो रहे थे।
रास, रास लीला, रासलीला

ଅର୍ଥ : ଚାରିଗୋଡ଼ିଆଙ୍କ ଗଣତିର ଏକକ ବା ସଂଖ୍ୟାର ସୂଚକ ଶବ୍ଦ

ଉଦାହରଣ : ତାଙ୍କ ପାଖରେ ଚାରି ଗଣ୍ଡା ଘୋଡ଼ା ଅଛି

ସମକକ୍ଷ : ଗଣ୍ଡା

चौपायों की गिनती में इकाई या संख्या का सूचक शब्द।

उसके पास चार रास घोड़े हैं।
रास

ଅର୍ଥ : ଗୋଟିଏ ମାତ୍ରା ଛନ୍ଦ

ଉଦାହରଣ : ରାସର ପ୍ରତ୍ୟେକ ପାଦରେ ଆଠଟି,ଆଠଟି ଏବଂ ଛଅଟିର ହିସାବରେ ବାଇଶଟି ମାତ୍ରା ହୁଏ ଓ ଶେଷରେ ସଗଣ ଥାଏ

एक मात्रिक छंद।

रास के प्रत्येक चरण में आठ, आठ और छह के हिसाब से बाईस मात्राएँ होती हैं और अंत में सगण होता है।
रास

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : କୋଳ ବା ପୋଷ୍ୟପୁତ୍ର ଗ୍ରହଣ କରିବା କ୍ରିୟା

ଉଦାହରଣ : ମୋ ବଡ଼ଭଉଣୀର ବଡ଼ ପୁଅର ରାସ ତିନି ବର୍ଷ ବୟସରେ ହୋଇଥିଲା

ସମକକ୍ଷ : ଦତ୍ତପୁତ୍ର

गोद या दत्तक लेने की क्रिया।

मेरी बड़ी बहन के ज्येष्ठ पुत्र का रास तीन वर्ष की उम्र में हुआ था।
रास

A legal proceeding that creates a parent-child relation between persons not related by blood. The adopted child is entitled to all privileges belonging to a natural child of the adoptive parents (including the right to inherit).

adoption

ଅର୍ଥ : ପ୍ରାଚୀନ ଭାରତର ଗୋପୀମାନଙ୍କର କ୍ରୀଡ଼ା ଯେଉଁଥିରେ ସେମାନେ ମଣ୍ଡଳିକରି ନାଚକରୁଥିଲେ

ଉଦାହରଣ : ଗୋପୀ ଏବଂ ଗୋପବାସୀ ମିଶି ରାସ କରୁଥିଲେ

ସମକକ୍ଷ : ରାହାସ

प्राचीन भारत के गोपों की एक क्रीड़ा जिसमें वे घेरा बाँधकर नाचते थे।

गोपियाँ और गोप मिलकर रास खेलते थे।
रास

ଅର୍ଥ : ଶ୍ରୀକୃଷ୍ଣଙ୍କ ରାସଲୀଳାର ଅଭିନୟ

ଉଦାହରଣ : ଆଜି ମଧ୍ୟ ବ୍ରଜର ଲୋକେ ରାସଲୀଳା କରନ୍ତି

ସମକକ୍ଷ : ରାସ ଲୀଳା, ରାସଲୀଳା

श्री कृष्ण की रासलीला का अभिनय।

आज भी ब्रज के लोग रासलीला करते हैं।
रास, रास लीला, रासलीला

ଅର୍ଥ : କାର୍ତ୍ତିକ ମାସରେ ଘେରରେ ନୃତ୍ୟ କରି ପାଳନ କରାଯାଉଥିବା କୃଷ୍ଣ ଉତ୍ସବ

ଉଦାହରଣ : ସମସ୍ତେ ହସଖୁସିରେ ରାସରେ ଭାଗ ନେଉଛନ୍ତି

ସମକକ୍ଷ : ରାସଲୀଳା

कार्तिक के महीने में घेरे में नृत्य करके मनाया जानेवाला कृष्ण उत्सव।

सभी लोग खुशी-खुशी रास में भाग ले रहे हैं।
रास