ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାସଲୀଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାସଲୀଳା   ବିଶେଷ୍ୟ

ଅର୍ଥ : ଶ୍ରୀକୃଷ୍ଣଙ୍କ ବ୍ରଜ ଗୋପୀମାନଙ୍କ ସହିତ ଘେରମଧ୍ୟରେ କରୁଥିବା ନୃତ୍ୟ

ଉଦାହରଣ : ରାସ ଦେଖି ସମସ୍ତ ବ୍ରଜବାସୀ ପ୍ରସନ୍ନ ହେଉଥିଲେ

ସମକକ୍ଷ : ରାସ, ରାସ ଲୀଳା

श्री कृष्ण का ब्रज की गोपियों के साथ घेरे में किया जाने वाला नृत्य।

रास देखकर सभी ब्रजवासी प्रसन्न हो रहे थे।
रास, रास लीला, रासलीला

ଅର୍ଥ : ଶ୍ରୀକୃଷ୍ଣଙ୍କ ରାସଲୀଳାର ଅଭିନୟ

ଉଦାହରଣ : ଆଜି ମଧ୍ୟ ବ୍ରଜର ଲୋକେ ରାସଲୀଳା କରନ୍ତି

ସମକକ୍ଷ : ରାସ, ରାସ ଲୀଳା

श्री कृष्ण की रासलीला का अभिनय।

आज भी ब्रज के लोग रासलीला करते हैं।
रास, रास लीला, रासलीला

ଅର୍ଥ : କାର୍ତ୍ତିକ ମାସରେ ଘେରରେ ନୃତ୍ୟ କରି ପାଳନ କରାଯାଉଥିବା କୃଷ୍ଣ ଉତ୍ସବ

ଉଦାହରଣ : ସମସ୍ତେ ହସଖୁସିରେ ରାସରେ ଭାଗ ନେଉଛନ୍ତି

ସମକକ୍ଷ : ରାସ

कार्तिक के महीने में घेरे में नृत्य करके मनाया जानेवाला कृष्ण उत्सव।

सभी लोग खुशी-खुशी रास में भाग ले रहे हैं।
रास