ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାସ ଲୀଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାସ ଲୀଳା   ବିଶେଷ୍ୟ

ଅର୍ଥ : ଶ୍ରୀକୃଷ୍ଣଙ୍କ ବ୍ରଜ ଗୋପୀମାନଙ୍କ ସହିତ ଘେରମଧ୍ୟରେ କରୁଥିବା ନୃତ୍ୟ

ଉଦାହରଣ : ରାସ ଦେଖି ସମସ୍ତ ବ୍ରଜବାସୀ ପ୍ରସନ୍ନ ହେଉଥିଲେ

ସମକକ୍ଷ : ରାସ, ରାସଲୀଳା

श्री कृष्ण का ब्रज की गोपियों के साथ घेरे में किया जाने वाला नृत्य।

रास देखकर सभी ब्रजवासी प्रसन्न हो रहे थे।
रास, रास लीला, रासलीला

ଅର୍ଥ : ଶ୍ରୀକୃଷ୍ଣଙ୍କ ରାସଲୀଳାର ଅଭିନୟ

ଉଦାହରଣ : ଆଜି ମଧ୍ୟ ବ୍ରଜର ଲୋକେ ରାସଲୀଳା କରନ୍ତି

ସମକକ୍ଷ : ରାସ, ରାସଲୀଳା

श्री कृष्ण की रासलीला का अभिनय।

आज भी ब्रज के लोग रासलीला करते हैं।
रास, रास लीला, रासलीला