ଅର୍ଥ : କୌଣସି ପଶୁର ଗଳାରେ ଗୁଡ଼େଇ ହୋଇ ରହିଥିବା ଦଉଡ଼ି
ଉଦାହରଣ :
ପଘାର ଏକ ଅଂଶ ଗଣ୍ଡାରେ ବନ୍ଧା ହୋଇରହେ
ସମକକ୍ଷ : ଗଂଡା
ଅର୍ଥ : ଚାରିଗୋଡ଼ିଆଙ୍କ ଗଣତିର ଏକକ ବା ସଂଖ୍ୟାର ସୂଚକ ଶବ୍ଦ
ଉଦାହରଣ :
ତାଙ୍କ ପାଖରେ ଚାରି ଗଣ୍ଡା ଘୋଡ଼ା ଅଛି
ସମକକ୍ଷ : ରାସ
ଅର୍ଥ : ଗୋରୁଙ୍କ ବେକରେ ବନ୍ଧା ହୋଇଥିବା ଦଉଡ଼୍ର ଫାଶ
ଉଦାହରଣ :
ଜେଜେ ମଈଁଷିକୁ ନୂଆ ଗଣ୍ଡା ପିନ୍ଧାଉଛନ୍ତି
ସମକକ୍ଷ : ଗଂଡା