ଅର୍ଥ : ତାସ ପତ୍ର ମଧ୍ୟରେ ରାଣୀ ଚିତ୍ରଥିବା ପତା
ଉଦାହରଣ :
ଗୌତମ ନାଲିପାନର ବେଗମ୍କୁ ରଙ୍ଗ ଦୁକାରେ କାଟିଲା
ସମକକ୍ଷ : ବେଗମ୍
ଅର୍ଥ : ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ
ଉଦାହରଣ :
ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି
ସମକକ୍ଷ : ମଲ୍ଲିକା
ଅର୍ଥ : ସମ୍ରାଟଙ୍କ ପତ୍ନୀ
ଉଦାହରଣ :
କେତେକ ସାମ୍ରାଜ୍ଞୀ ରାଜକାର୍ଯ୍ୟ ଚଳାଇବାପାଇଁ ସମ୍ରାଟଙ୍କୁ ସାହାଯ୍ୟ କରିଥାନ୍ତି
ସମକକ୍ଷ : ରାଜରାଜେଶ୍ୱରୀ, ସମ୍ରାଟ ପତ୍ନୀ, ସାମ୍ରାଜ୍ଞୀ
ଅର୍ଥ : ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ
ଉଦାହରଣ :
ଫେଡ଼େରର ଟେନିସର ବାଦଶାହା ସାନିଆ ବି କେବେ ଟେନିସର ରାଣୀ ହୋଇପାରେ
ସମକକ୍ଷ : ବାଦଶାହା