ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଲ୍ଲିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଲ୍ଲିକା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଆମ୍ବ

ଉଦାହରଣ : ନୀଲମ ତଥା ଦଶହରୀର ମିଶ୍ରଣରେ ପ୍ରାପ୍ତ ଏକ ଶଙ୍କରଜାତୀୟ ଆମ୍ବ ହେଉଛି ମଲ୍ଲିକା ଆମ୍ବ

ସମକକ୍ଷ : ମଲ୍ଲିକା ଆମ୍ବ

एक प्रकार का आम।

मल्लिका नीलम तथा दशहरी के निषेचन से प्राप्त एक संकर जाति का आम है।
मल्लिका, मल्लिका आम

Large oval tropical fruit having smooth skin, juicy aromatic pulp, and a large hairy seed.

mango

ଅର୍ଥ : ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ

ଉଦାହରଣ : ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି

ସମକକ୍ଷ : ରାଣୀ

वह जिसे स्त्री के रूप में साकार किया गया हो तथा जिसे उसके वर्ग का सबसे अच्छा और सबसे महत्वपूर्ण माना गया हो।

दार्जीलिंग और जलपाईगुड़ी के बीच चलने वाली टॉय ट्रेन पहाड़ों की रानी है।
मल्लिका, रानी

Something personified as a woman who is considered the best or most important of her kind.

Paris is the queen of cities.
The queen of ocean liners.
queen

ଅର୍ଥ : ରାଜଙ୍କ ପତ୍ନୀ

ଉଦାହରଣ : ରାଜା ଦଶରଥଙ୍କର ତିନି ରାଣୀ ଥିଲେ ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ

ସମକକ୍ଷ : ନୃପ ବଲ୍ଲଭା, ବେଗମ୍‌, ମହିଷୀ, ରାଜପତ୍ନୀ, ରାଜ୍ଞୀ, ରାଣୀ

राजा की पत्नी।

राजा दशरथ की तीन रानियाँ थीं।
शाहजहाँ ने अपनी रानी मुमताज महल की याद में ताजमहल का निर्माण करवाया था।
नृप वल्लभा, बेगम, बेग़म, मलिका, मल्लिका, महिषी, राजपत्नी, रानी, शुद्धांता, शुद्धान्ता

(the feminine of raja) a Hindu princess or the wife of a raja.

ranee, rani

ଅର୍ଥ : ମଲ୍ଲିକା ଆମ୍ବର ଗଛ

ଉଦାହରଣ : ସନ୍ ଉଣେଇଶ ଶହ ବାସ୍ତରୀମସିହାରେ ପ୍ରଥମେ ମଲ୍ଲିକା ଆମ୍ବ ଗଛକୁ ସୃଷ୍ଟି କରା ଯାଇଥିଲା

ସମକକ୍ଷ : ମଲ୍ଲିକା ଆମ୍ବ ଗଛ, ମଲ୍ଲିକା ଗଛ

मल्लिका आम का पेड़।

मल्लिका को सन् उन्नीस सौ बहत्तर में पहली बार उगाया गया था।
मल्लिका, मल्लिका आम

Large evergreen tropical tree cultivated for its large oval fruit.

mangifera indica, mango, mango tree