ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କ୍ରୋଧ ହେବାର ଅବସ୍ଥା ବା ଭାବ
ଉଦାହରଣ : କ୍ରୋଧକୁ ଶାନ୍ତ କରିବା ବହୁତ ବଡ଼ କଥା
रुष्ट होने की क्रिया या भाव।
A mood or display of sullen aloofness or withdrawal.
ଅର୍ଥ : କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ
ଉଦାହରଣ : କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ
ସମକକ୍ଷ : ଅକଶ, ଅସୂୟା, ଆକ୍ରୋଶ, କୋପ, କ୍ଷୋଭ, ଦାଉ, ପ୍ରତିହିଂସା, ବିଦ୍ୱେଷ, ରାଗ, ରୋଷ
चित्त का वह उग्र भाव जो कष्ट या हानि पहुँचाने वाले अथवा अनुचित काम करने वाले के प्रति होता है।
A strong emotion. A feeling that is oriented toward some real or supposed grievance.
ଅର୍ଥ : ରସର ତେତିଶ ସଞ୍ଚାରୀଭାବମଧ୍ୟରୁ ଗୋଟିଏ
ଉଦାହରଣ : ଏହି କବିତାରେ କ୍ରୋଧ ସଂଚାରୀ ଭାବ ବହୁତ ସ୍ପଷ୍ଟ
ସମକକ୍ଷ : କ୍ରୋଧ ସଂଚାରୀ ଭାବ
रस के तैतीस संचारी भावों में से एक।
ଅର୍ଥ : ମନରେ ଦବିରହିଥିବା କ୍ରୋଧ, ଦୁଃଖ
ଉଦାହରଣ : ବାପା ଅଫିସରୁ ଆସିବା କ୍ଷଣି ମାଆ ଦିନଯାକର ସଞ୍ଚିତ ବିରକ୍ତି ବାହାର କଲେ
ସମକକ୍ଷ : ଅସନ୍ତୋଷ, ବିରକ୍ତି
मन में दबाया हुआ क्रोध, दुख या द्वेष।
ସଂସ୍ଥାପନ କରନ୍ତୁ