ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିହିଂସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିହିଂସା   ବିଶେଷ୍ୟ

ଅର୍ଥ : ହିଂସା ବଦଳରେ କରାଯାଉଥିବା ହିଂସା

ଉଦାହରଣ : ସେ ଜୀବନସାରା ପ୍ରତିହିଂସାର ନିଆଁରେ ଜଳିଲା

हिंसा के बदले में की जाने वाली हिंसा।

वह जीवनभर प्रतिहिंसा की आग में जलता रहा।
प्रतिहिंसा

The act of taking revenge (harming someone in retaliation for something harmful that they have done) especially in the next life.

Vengeance is mine; I will repay, saith the Lord.
For vengeance I would do nothing. This nation is too great to look for mere revenge.
He swore vengeance on the man who betrayed him.
The swiftness of divine retribution.
payback, retribution, vengeance

ଅର୍ଥ : କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ

ଉଦାହରଣ : କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ

ସମକକ୍ଷ : ଅକଶ, ଅସୂୟା, ଆକ୍ରୋଶ, କୋପ, କ୍ରୋଧ, କ୍ଷୋଭ, ଦାଉ, ବିଦ୍ୱେଷ, ରାଗ, ରୋଷ

चित्त का वह उग्र भाव जो कष्ट या हानि पहुँचाने वाले अथवा अनुचित काम करने वाले के प्रति होता है।

क्रोध से उन्मत्त व्यक्ति कुछ भी कर सकता है।
अनखाहट, अमरख, अमर्ष, अमर्षण, असूया, आक्रोश, आमर्ष, कहर, कामानुज, कोप, क्रोध, क्षोभ, खुनस, खुन्नस, गजब, गज़ब, ग़ज़ब, गुस्सा, तमिस्र, ताम, दाप, मत्सर, रिस, रीस, रुष्टि, रोष, व्यारोष

A strong emotion. A feeling that is oriented toward some real or supposed grievance.

anger, choler, ire