ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯିବାଆସିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯିବାଆସିବା   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରଯତ୍ନ ବା ଉଦ୍‌‌ଯୋଗରେ ଏଣେତେଣେ ଦୌଡ଼ିବାକୁ ପଡ଼େ

ଉଦାହରଣ : ମହେଶ ବହୁତ ଧାଁଦୌଡ଼ କରି ତା ଭାଇର ଚାକିରୀ କରେଇଲା

ସମକକ୍ଷ : ଦୌଡ଼ାଦୌଡ଼ି, ଧାଁଦୌଡ଼

वह प्रयत्न या उद्योग जिसमें इधर-उधर दौड़ना पड़े।

महेश ने बहुत दौड़-धूप करके अपने भाई को नौकरी दिलवाई।
आपाधापी, दौड़ भाग, दौड़-धूप, दौड़धूप, दौड़भाग, धौंज, भाग-दौड़, भागदौड़, रपट्टा

ଅର୍ଥ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ

ଉଦାହରଣ : ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି

ସମକକ୍ଷ : ଗମନାଗମନ, ପରିବହନ, ଯାତାୟାତ

वह सेवा जिसमें यात्रियों या माल को एक स्थान से दूसरे स्थान पर ले जाने के लिए आवश्यक साधन और उपकरण होते हैं।

आजकल परिवहन उद्योग भी खूब फल-फूल रहा है।
परिवहन, यातायात

A facility consisting of the means and equipment necessary for the movement of passengers or goods.

transit, transportation, transportation system