ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାଁଦୌଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାଁଦୌଡ଼   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରଯତ୍ନ ବା ଉଦ୍‌‌ଯୋଗରେ ଏଣେତେଣେ ଦୌଡ଼ିବାକୁ ପଡ଼େ

ଉଦାହରଣ : ମହେଶ ବହୁତ ଧାଁଦୌଡ଼ କରି ତା ଭାଇର ଚାକିରୀ କରେଇଲା

ସମକକ୍ଷ : ଦୌଡ଼ାଦୌଡ଼ି, ଯିବାଆସିବା

वह प्रयत्न या उद्योग जिसमें इधर-उधर दौड़ना पड़े।

महेश ने बहुत दौड़-धूप करके अपने भाई को नौकरी दिलवाई।
आपाधापी, दौड़ भाग, दौड़-धूप, दौड़धूप, दौड़भाग, धौंज, भाग-दौड़, भागदौड़, रपट्टा