ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବାହାନ ଆଦିଦ୍ୱାରା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବାର କ୍ରିୟା
ଉଦାହରଣ : ପୂର୍ବ କାଳରେ ଯାତାୟତର ଏତେ ସାଧନ ନ ଥିଲା
ସମକକ୍ଷ : ଯାତାୟତ
किसी वाहन आदि द्वारा एक स्थान से दूसरे स्थान की ओर आने-जाने की क्रिया।
The act of moving something from one location to another.
ଅର୍ଥ : ଯିବାଆସିବାର କାମ
ଉଦାହରଣ : ରିକ୍ସା, ଟାକ୍ସି ଆଦିର ଧର୍ମଘଟ ସମୟରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ
आने जाने की क्रिया।
ଅର୍ଥ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
ଉଦାହରଣ : ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
ସମକକ୍ଷ : ପରିବହନ, ଯାତାୟାତ, ଯିବାଆସିବା
वह सेवा जिसमें यात्रियों या माल को एक स्थान से दूसरे स्थान पर ले जाने के लिए आवश्यक साधन और उपकरण होते हैं।
A facility consisting of the means and equipment necessary for the movement of passengers or goods.
ଅର୍ଥ : ଗୋଟିଏ ଅବସ୍ଥା ବା ସ୍ଥାନରୁ ଅନ୍ୟ ଅବସ୍ଥା ବା ସ୍ଥାନକୁ ଯିବାର କ୍ରିୟା
ଉଦାହରଣ : ପାକିସ୍ଥାନ ଓ ଭାରତ ଗମନାଗମନର ସୁବିଧାକୁ ଅଧିକ ସୁଲଭ କରୁଛନ୍ତି
ସମକକ୍ଷ : ଚଳପ୍ରଚଳ, ଯାତାୟାତ
एक अवस्था या स्थान से दूसरी या अगली अवस्था या स्थान पर जाने की क्रिया।
The act of passing from one state or place to the next.
ସଂସ୍ଥାପନ କରନ୍ତୁ