ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବହନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବହନ   ବିଶେଷ୍ୟ

ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାର କାର୍ଯ୍ୟ

ଉଦାହରଣ : ପରିବହନ ପାଇଁ ପରିବାହକର ଆବଶ୍ୟକତା ହେବ

एक स्थान से दूसरे स्थान पर ले जाने का कार्य।

अपवाहन के लिए अपवाहक की आवश्यकता होगी।
अपवाहन

The act of moving something from one location to another.

conveyance, transfer, transferral, transport, transportation

ଅର୍ଥ : ଯାହା ଉପରେ ଚଢ଼ାଯାଏ ବା ଜିନିଷ ଲଦି ଅନ୍ୟ ସ୍ଥାନକୁ ନିଆଯାଏ

ଉଦାହରଣ : ଆଗକାଳରେ ଲୋକମାନେ ପରିବହନ ପାଇଁ ଯାନବାହାନ ଉପରେ ନିର୍ଭର କରୁଥିଲେ

ସମକକ୍ଷ : ଯାନବାହାନ, ସବାରି, ସୁଆରି

वह जिस पर सवार होकर या सामान लादकर कहीं जाया जाए।

वह सड़क पर खड़े होकर शहर की ओर जाने वाली किसी सवारी का इंतजार कर रहा था।
दुर्गाजी का वाहन सिंह है।
असवारी, जोग, पतत्र, योग, वाहन, सवारी

Something that serves as a means of transportation.

conveyance, transport

ଅର୍ଥ : କୌଣସି ଜିନିଷ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ବା ନେଉଥିବାର କ୍ରିୟା

ଉଦାହରଣ : ଜିନିଷପତ୍ର ବହନ କରିବାପାଇଁ ସେ କୁଲିକୁ ଡାକିଲା

ସମକକ୍ଷ : ବହନ

कोई चीज़ एक जगह से दूसरी जगह जाने या ले जाने की क्रिया।

सामान वहन करने के लिए उसने कुली को बुलाया।
परिवहन, वहन, संवहन

The act of moving something from one location to another.

conveyance, transfer, transferral, transport, transportation

ଅର୍ଥ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ

ଉଦାହରଣ : ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି

ସମକକ୍ଷ : ଗମନାଗମନ, ଯାତାୟାତ, ଯିବାଆସିବା

वह सेवा जिसमें यात्रियों या माल को एक स्थान से दूसरे स्थान पर ले जाने के लिए आवश्यक साधन और उपकरण होते हैं।

आजकल परिवहन उद्योग भी खूब फल-फूल रहा है।
परिवहन, यातायात

A facility consisting of the means and equipment necessary for the movement of passengers or goods.

transit, transportation, transportation system