ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାଣହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାଣହୀନ   ବିଶେଷ୍ୟ

ଅର୍ଥ : ଯେଉଁଥିରେ ପ୍ରାଣ ନାହିଁ

ଉଦାହରଣ : ମାନବକୃତ ବସ୍ତୁଗୁଡ଼ିକୁ ନିର୍ଜୀବଙ୍କ ମଧ୍ୟରେ ଗଣନା କରାଯାଏ

ସମକକ୍ଷ : ନିର୍ଜୀବ

वह जिसमें प्राण न हो।

मानवकृत वस्तुओं की गणना निर्जीवों में होती है।
अप्राण, निर्जीव, प्राणहीन, बेजान

ପ୍ରାଣହୀନ   ବିଶେଷଣ

ଅର୍ଥ : ଯାହାଙ୍କର ମୃତ୍ୟୁ ଘଟିଛି

ଉଦାହରଣ : ବାଟୋଇଟି ମୃତ ବ୍ୟକ୍ତିକୁ ଡାକ୍ତରଖାନାରେ ପହଞ୍ଚାଇଲା

ସମକକ୍ଷ : ମଲା, ମୃତ

जिसे मार पड़ी हो।

राहगीर ने हत व्यक्ति को अस्पताल पहुँचाया।
अभिहत, हत