ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ରଗାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ରଗାମୀ   ବିଶେଷ୍ୟ

ଅର୍ଥ : ଯେ ଆଗେ ଚାଲେ ବା ଆଗୁଆଳି କରେ

ଉଦାହରଣ : କଠିନ କାମରେ ପ୍ରଥମେ ଆଗୁଆ ବ୍ୟକ୍ତି ହିଁ ଧକ୍କାପାଏ

ସମକକ୍ଷ : ଅଗ୍ରଣୀ, ଆଗୁଆ, ମୁଖିଆ

वह जो आगे चले या अगुआई करे।

मुश्किलों से पहले अगुआ ही टकराता है।
अगुआ, अगुवा, अग्रगामी, अग्रणी, मुखिया, लीडर

A person who rules or guides or inspires others.

leader

ଅଗ୍ରଗାମୀ   ବିଶେଷଣ

ଅର୍ଥ : ଯେ ସବା ଆଗରେ ଚାଲେ

ଉଦାହରଣ : ଅଗ୍ରଗାମୀ ବ୍ୟକ୍ତି ହିଁ ଏହି ଦଳର ନାୟକ

ସମକକ୍ଷ : ପୁରୋଗାମୀ

जो सबसे आगे चलता हो।

पुरोगामी व्यक्ति ही इस दल का नायक है।
अग्रगंत, अग्रगामी, पुरोगामी, पूर्वगामी, पूर्ववतिता

ଅର୍ଥ : ଆଗକୁ ବଢ଼ୁଥିବା

ଉଦାହରଣ : ଶିକ୍ଷା କ୍ଷେତ୍ରରେ ଏହା ଅଗ୍ରଣୀ ସମାଜ

ସମକକ୍ଷ : ଅଗ୍ରଣୀ

आगे बढ़ा हुआ।

यह शिक्षा के क्षेत्र में प्रगत समाज है।
अग्रगत, प्रगत

Having the leading position or higher score in a contest.

He is ahead by a pawn.
The leading team in the pennant race.
ahead, in the lead, leading

ଅର୍ଥ : ଯେ ସବୁବେଳେ ଉନ୍ନତି କରି ଆଗକୁ ବଢ଼ୁଥାଏ

ଉଦାହରଣ : ଅଗ୍ରଗାମୀ ବ୍ୟକ୍ତି ସମାଜକୁ ଗୋଟିଏ ନୂଆ ଦିଗ ଦେଖାଇଥାଏ

ସମକକ୍ଷ : ପୁରୋଗାମୀ

ଅର୍ଥ : ପ୍ରଗତି କରିଲାବାଲା

ଉଦାହରଣ : ପ୍ରଗତିକର୍ତ୍ତା ବ୍ୟକ୍ତି ସମସ୍ୟା ସହିତ ସଂଗ୍ରାମ କରି ପ୍ରଗତି ପଥରେ ଅଗ୍ରସର ହୋଇଥାନ୍ତି

ସମକକ୍ଷ : ପୁରୋଗାମୀ, ପ୍ରଗତିକର୍ତ୍ତା, ପ୍ରଗତିଶୀଳ

प्रगति करनेवाला या जो बराबर उन्नति करता हुआ आगे बढ़ता हो।

प्रगतिशील व्यक्ति समस्याओं से जूझते हुए प्रगति पथ पर अग्रसर रहते हैं।
अग्रगामी, अग्रदर्शी, पुरोगामी, प्रगति कर्ता, प्रगतिकर्ता, प्रगतिशील

Favoring or promoting progress.

Progressive schools.
progressive