ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭବଚକ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭବଚକ୍ର   ବିଶେଷ୍ୟ

ଅର୍ଥ : ସଂସାରରେ ବାରମ୍ବାର ଜନ୍ମ ନେବା ଓ ମରିବାର କ୍ରମ

ଉଦାହରଣ : ସଂସାରଚକ୍ରରେ ଜୀବ ଚଉରାଶୀ ଲକ୍ଷ ଯୋନି ଭ୍ରମି ଆସୁଥିବା କୁହାଯାଏ

ସମକକ୍ଷ : ସଂସାରଚକ୍ର

संसार में बार-बार जन्म लेने और मरने का क्रम।

कहते हैं कि भवचक्र में चौरासी लाख योनियाँ आती हैं।
भव चक्र, भव-चक्र, भवचक्र, संसृति

ଅର୍ଥ : ସାଂସାରିକ ଝଞ୍ଝଟ ବା ଜଂଜାଳ

ଉଦାହରଣ : ସେ ସଂସାରିକ ମୋହ ମାୟାରୁ ମୁକ୍ତ ହୋଇ ସନ୍ୟାସ ନେଲେ

ସମକକ୍ଷ : ଭବଜଳ, ମାୟାଜାଲ, ମୋହ-ମାୟା, ସଂସାରମାୟା, ସଂସାରିକତା

सांसारिक झंझट या जंजाल।

उसने दुनियादारी से मुक्त होकर संन्यास ले लिया।
दुनियाँदारी, दुनियादारी, भव-चक्र, भव-जाल, भवचक्र, भवजाल, माया-जाल, मायाजाल, मोह-माया, सांसारिकता

Concern with worldly affairs to the neglect of spiritual needs.

He disliked the worldliness of many bishops around him.
worldliness