ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଳିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଳିନୀ   ବିଶେଷ୍ୟ

ଅର୍ଥ : ମାଳି ଜାତିର ସ୍ତ୍ରୀ

ଉଦାହରଣ : ମାଲୁଣୀ ଫୁଲ ବଗିଚାରୁ ଫୁଲ ତୋଳୁଛି

ସମକକ୍ଷ : ମାଲୁଣୀ, ମାଲ୍ୟାଣୀ

माली जाति की स्त्री।

मालिन फूलवारी में फूल लोढ़ रही है।
मालन, मालिन, मालिनि, मालिनी

ଅର୍ଥ : ମାଳୀର ସ୍ତ୍ରୀ

ଉଦାହରଣ : ମାଳୀ ସହିତ ମାଳିଆଣୀ ବଗିଚାର ଗଛରେ ପାଣି ଦେଉଛି

ସମକକ୍ଷ : ମାଲୁଣୀ, ମାଲ୍ୟାଣୀ, ମାଳିଆଣୀ, ମାଳୁଣୀ

माली की पत्नी।

मालिन माली के साथ पुष्पवाटिका में पौधों को सींच रही है।
मालन, मालिन, मालिनि, मालिनी

A married woman. A man's partner in marriage.

married woman, wife

ଅର୍ଥ : ରୁଚିଦେବ ସାବର୍ଣ୍ଣି ମନୁଙ୍କ ମାତା

ଉଦାହରଣ : ମାଳିନୀଙ୍କ ବର୍ଣ୍ଣନା ପୁରାଣରେ ମିଳେ

रुचि देव सावर्णि मनु की माता।

मालिनी का वर्णन पुराणों में मिलता है।
मालिनी

An imaginary being of myth or fable.

mythical being

ଅର୍ଥ : ଗୋଟିଏ ପୌରାଣିକ ନଦୀ

ଉଦାହରଣ : ମାଳିନୀ ନଦୀ କୂଳରେ ଶକୁନ୍ତଳାଙ୍କ ଜନ୍ମ ହୋଇଥିଲା

ସମକକ୍ଷ : ମାଳିନୀ ନଦୀ

एक पौराणिक नदी।

मालिनी के तट पर ही शकुंतला का जन्म हुआ था।
मालिनी

A large natural stream of water (larger than a creek).

The river was navigable for 50 miles.
river