ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଲ୍ୟାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଲ୍ୟାଣୀ   ବିଶେଷ୍ୟ

ଅର୍ଥ : ମାଳି ଜାତିର ସ୍ତ୍ରୀ

ଉଦାହରଣ : ମାଲୁଣୀ ଫୁଲ ବଗିଚାରୁ ଫୁଲ ତୋଳୁଛି

ସମକକ୍ଷ : ମାଲୁଣୀ, ମାଳିନୀ

माली जाति की स्त्री।

मालिन फूलवारी में फूल लोढ़ रही है।
मालन, मालिन, मालिनि, मालिनी

ଅର୍ଥ : ମାଳୀର ସ୍ତ୍ରୀ

ଉଦାହରଣ : ମାଳୀ ସହିତ ମାଳିଆଣୀ ବଗିଚାର ଗଛରେ ପାଣି ଦେଉଛି

ସମକକ୍ଷ : ମାଲୁଣୀ, ମାଳିଆଣୀ, ମାଳିନୀ, ମାଳୁଣୀ

माली की पत्नी।

मालिन माली के साथ पुष्पवाटिका में पौधों को सींच रही है।
मालन, मालिन, मालिनि, मालिनी

A married woman. A man's partner in marriage.

married woman, wife