ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ
ଉଦାହରଣ : ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ
ସମକକ୍ଷ : ଜମିଦାର, ସାମନ୍ତ
वह जो अँग्रेज़ी शासन में ज़मीन का मालिक होता था और उसे किसानों को लगान पर जोतने-बोने के लिए देता था।
A landowner who leases to others.
ଅର୍ଥ : ଦରମା ବା ମଜୁରି ଭିତ୍ତିରେ କାହାକୁ ନିଜ କାର୍ଯ୍ୟାଳୟ ବା କାରଖାନାରେ କାମ ଦେବାବାଲା ବ୍ୟକ୍ତି
ଉଦାହରଣ : ମାଲିକ କର୍ମଚାରୀମାନଙ୍କ ଦାବି ପୂରଣ କରିବା ପାଇଁ ମନା କରିଦେଲେ
ସମକକ୍ଷ : ନିୟୋଜକ
वेतन या मज़दूरी पर किसी को अपने कार्यालय या कारखाने में काम देने वाला व्यक्ति।
(law) someone who owns (is legal possessor of) a business.
ଅର୍ଥ : ଯାହାର କୌଣସି ବସ୍ତୁଆଦି ଉପରେ ସମ୍ପୂର୍ଣ୍ଣ ବା ସବୁ ପ୍ରକାରେ ଅଧିକାର ଥାଏ
ଉଦାହରଣ : ମାଲିକ ଚାକର ଉପରେ ବିଗୁଡ଼ୁଥିଲେ
ସମକକ୍ଷ : ଅଧିକାରୀ, ଅଧିପତି, ଅଧୀଶ
(व्यक्ति) वह जो किसी को आज्ञा दे। वह जिसे किसी वस्तु आदि पर पूरे और सब प्रकार के अधिकार प्राप्त हों।
A person who has general authority over others.
ସଂସ୍ଥାପନ କରନ୍ତୁ