ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜମିଦାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜମିଦାର   ବିଶେଷ୍ୟ

ଅର୍ଥ : ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ

ଉଦାହରଣ : ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ

ସମକକ୍ଷ : ମାଲିକ, ସାମନ୍ତ

वह जो अँग्रेज़ी शासन में ज़मीन का मालिक होता था और उसे किसानों को लगान पर जोतने-बोने के लिए देता था।

जमींदार किसानों के साथ बहुत ही क्रूरतापूर्वक पेश आते थे।
जमींदार, जमीनदार, ज़मींदार, भूमिया, मिल्क, मिल्की

A landowner who leases to others.

landlord

ଅର୍ଥ : ମଧ୍ୟଯୁଗରେ ଏକ ଶକ୍ତିଶାଳୀ ସର୍ଦ୍ଦାର

ଉଦାହରଣ : ଏକ ସମୟରେ ସାମନ୍ତମାନଙ୍କର ଅନେକ ପ୍ରଭାବ ଥିଲା

ସମକକ୍ଷ : ସାମନ୍ତ

मध्य-काल में एक प्रकार के शक्तिशाली सरदार।

एक समय सत्ता पर सामंतों का ही अधिकार था।
साँवत, सामंत, सामन्त

A man of rank in the ancient regime.

feudal lord, seigneur, seignior