ଅର୍ଥ : ଯାହାଙ୍କୁ କିଛି ବିଶେଷ ଯୋଗ୍ୟତା ବା କ୍ଷମତା ମିଳିଛି
ଉଦାହରଣ :
ଏମାନଙ୍କ ମଧ୍ୟରୁ କେହି ବି ଏହି ଚାକିରିର ଅଧିକାରୀ ନୁହନ୍ତି
ଅର୍ଥ : ଉପଯୁକ୍ତ ପାତ୍ର
ଉଦାହରଣ :
ମାତାପିତାଙ୍କ ଚିତାକୁ ନିଆଁ ଦେବାର ପ୍ରଥମ ଅଧିକାରୀ ସେମାନଙ୍କ ପୁଅ ହୋଇଥାଏ
ଅର୍ଥ : ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି
ଉଦାହରଣ :
ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
ସମକକ୍ଷ : ଅଧିକାର ପ୍ରାପ୍ତ, ଅଧିକାର ଯୁକ୍ତ, ହକଦାର