ଅର୍ଥ : ଯେଉଁ ଭବନ କୌଣସି ବିଶେଷ ବା ମହାନ ଉଦ୍ଦେଶ୍ୟ ନିମନ୍ତେ ସମର୍ପିତ ହୋଇଥାଏ
ଉଦାହରଣ :
ଏହି ମନ୍ଦିରରେ ଅନାଥ ପିଲା ମାନଙ୍କର ପାଳନ ପୋଷଣ କରାଯାଇଥାଏମୋ ପିଲା ଏବେ ବାଳ ମନ୍ଦିରରେ ପଢ଼ିବାକୁ ଯାଉଛି
ସମକକ୍ଷ : ମଂଦିର
ଅର୍ଥ : ସେହି ପବିତ୍ର ଗୃହ ଯେଉଁଥିରେ ଦେବ ଦେବୀଆଦିଙ୍କ ମୂର୍ତ୍ତି ସ୍ଥାପିତ କରି ପୂଜା କରାଯାଏ
ଉଦାହରଣ :
ସେ ଦୈନିକ ଗୋଧୋଇସାରି ମନ୍ଦିର ଯାଏ
ସମକକ୍ଷ : ଗୁଡ଼ି, ଠାକୁରଘର, ଠାକୁରମନ୍ଦିର, ଦେବାଳୟ
ଅର୍ଥ : ସେହି ମନ୍ଦିର ଯାହାମଧ୍ୟରେ ଦେବତାଙ୍କର ମୂର୍ତ୍ତି ସ୍ଥାପନ କରି ତାଙ୍କର ପୂଜା କରାଯାଏ
ଉଦାହରଣ :
ସେ ପ୍ରତିଦିନ ଗୋଧୋଇ ଦେବ ମନ୍ଦିରକୁ ଯାଏ
ସମକକ୍ଷ : ଠାକୁର ଘର, ଠାକୁର ମନ୍ଦିର, ଦେବମନ୍ଦିର, ଦେବାଳୟ