ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଡ଼ି   ବିଶେଷ୍ୟ

ଅର୍ଥ : ଯେଉଁ କାଗଜର ଖେଳଣା ସୂତା ସାହାଯ୍ୟରେ ଆକାଶରେ ଉଡ଼େ

ଉଦାହରଣ : ପିଲାମାନେ ପଡ଼ିଆରେ ଗୁଡ଼ି ଉଡ଼ାଉଛନ୍ତି

काग़ज़ का खिलौना जो धागे के सहारे आकाश में उड़ता है।

बच्चे मैदान में पतंग उड़ा रहे हैं।
कनकैया, गुड्डी, चंग, पतंग

Plaything consisting of a light frame covered with tissue paper. Flown in wind at end of a string.

kite

ଅର୍ଥ : ସେହି ପବିତ୍ର ଗୃହ ଯେଉଁଥିରେ ଦେବ ଦେବୀଆଦିଙ୍କ ମୂର୍ତ୍ତି ସ୍ଥାପିତ କରି ପୂଜା କରାଯାଏ

ଉଦାହରଣ : ସେ ଦୈନିକ ଗୋଧୋଇସାରି ମନ୍ଦିର ଯାଏ

ସମକକ୍ଷ : ଠାକୁରଘର, ଠାକୁରମନ୍ଦିର, ଦେବାଳୟ, ମନ୍ଦିର

वह पवित्र गृह जिसमें देव, देवी आदि की मूर्तियाँ स्थापित करके पूजा की जाती है।

वह नित्य नहा-धोकर मंदिर जाता है।
आयतन, मंदिर, मन्दिर

Place of worship consisting of an edifice for the worship of a deity.

temple

ଅର୍ଥ : ଏକ ପ୍ରକାରର ବଡ଼ ଗୁଡ଼ି

ଉଦାହରଣ : ଗୁଡ଼ି ମୋଟା ସୂତାରେ ଉଡ଼ାଯାଏ

एक प्रकार की बड़ी पतंग।

तुक्कल मोटी रस्सी से उड़ाई जाती है।
तुक्कल