ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେବାଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେବାଳୟ   ବିଶେଷ୍ୟ

ଅର୍ଥ : ସେହି ପବିତ୍ର ଗୃହ ଯେଉଁଥିରେ ଦେବ ଦେବୀଆଦିଙ୍କ ମୂର୍ତ୍ତି ସ୍ଥାପିତ କରି ପୂଜା କରାଯାଏ

ଉଦାହରଣ : ସେ ଦୈନିକ ଗୋଧୋଇସାରି ମନ୍ଦିର ଯାଏ

ସମକକ୍ଷ : ଗୁଡ଼ି, ଠାକୁରଘର, ଠାକୁରମନ୍ଦିର, ମନ୍ଦିର

वह पवित्र गृह जिसमें देव, देवी आदि की मूर्तियाँ स्थापित करके पूजा की जाती है।

वह नित्य नहा-धोकर मंदिर जाता है।
आयतन, मंदिर, मन्दिर

Place of worship consisting of an edifice for the worship of a deity.

temple

ଅର୍ଥ : ସେହି ମନ୍ଦିର ଯାହାମଧ୍ୟରେ ଦେବତାଙ୍କର ମୂର୍ତ୍ତି ସ୍ଥାପନ କରି ତାଙ୍କର ପୂଜା କରାଯାଏ

ଉଦାହରଣ : ସେ ପ୍ରତିଦିନ ଗୋଧୋଇ ଦେବ ମନ୍ଦିରକୁ ଯାଏ

ସମକକ୍ଷ : ଠାକୁର ଘର, ଠାକୁର ମନ୍ଦିର, ଦେବମନ୍ଦିର, ମନ୍ଦିର

वह मंदिर जिसमें किसी देवता की मूर्ति या मूर्तियाँ स्थापित करके उसकी पूजा की जाती है।

वह प्रतिदिन नहा-धोकर देव मंदिर जाता है।
ठाकुर-द्वारा, ठाकुर-बाड़ी, दिवगृह, दिहरा, देव थान, देव मंदिर, देव-मंदिर, देव-मन्दिर, देवगृह, देवतालय, देवथान, देवमंदिर, देवमन्दिर, देवल, देवस्थान, देवालय, देवावास

Place of worship consisting of an edifice for the worship of a deity.

temple