ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଂଦିର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଂଦିର   ବିଶେଷ୍ୟ

ଅର୍ଥ : ଜଣେ ଋଷି

ଉଦାହରଣ : ପୁରାଣରେ ମନ୍ଦିର ଋଷିଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ମଂଦିର ଋଷି, ମନ୍ଦିର, ମନ୍ଦିର ଋଷି

एक ऋषि।

मंदीर का वर्णन पुराणों में मिलता है।
मंदीर, मन्दीर

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ଯେଉଁ ଭବନ କୌଣସି ବିଶେଷ ବା ମହାନ ଉଦ୍ଦେଶ୍ୟ ନିମନ୍ତେ ସମର୍ପିତ ହୋଇଥାଏ

ଉଦାହରଣ : ଏହି ମନ୍ଦିରରେ ଅନାଥ ପିଲା ମାନଙ୍କର ପାଳନ ପୋଷଣ କରାଯାଇଥାଏମୋ ପିଲା ଏବେ ବାଳ ମନ୍ଦିରରେ ପଢ଼ିବାକୁ ଯାଉଛି

ସମକକ୍ଷ : ମନ୍ଦିର

* वह भवन जो किसी विशेष या महान उद्देश्य के लिए समर्पित हो।

इस मंदिर में अनाथ बच्चों का पालन-पोषण किया जाता है।
मेरा बच्चा अब बाल मंदिर में पढ़ने जाने लगा है।
मंदिर, मन्दिर

An edifice devoted to special or exalted purposes.

temple

ଅର୍ଥ : ଜଣେ ଗନ୍ଧର୍ବ

ଉଦାହରଣ : ପୁରାଣରେ ମନ୍ଦିରଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ମନ୍ଦିର

एक गंधर्व।

मंदिर का वर्णन पुराणों में मिलता है।
मंदिर, मन्दिर

An imaginary being of myth or fable.

mythical being