ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନୋମାଳିନ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନୋମାଳିନ୍ୟ   ବିଶେଷ୍ୟ

ଅର୍ଥ : ମନର ମଳିନତା

ଉଦାହରଣ : ମନୋମାଳିନ୍ୟ ଦୂର କରିବାପାଇଁ ଆମର ପ୍ରଯତ୍ନ କରିବା ଉଚିତ

मन की मलिनता।

हमें मनोमालिन्य को दूर करने का प्रयत्न करना चाहिए।
मनोमालिन्य

The feeling of being alienated from other people.

alienation, disaffection, estrangement

ଅର୍ଥ : ଦୁଇଜଣ ବ୍ୟକ୍ତି ବା ଦଳଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଢଙ୍ଗରେ ନିଜନିଜ କଥା ଉପରେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଟଳ ରହିବାର ଭାବ

ଉଦାହରଣ : ଛୋଟ କଥାକୁ ନେଇ ସେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା

ସମକକ୍ଷ : ଯୁକ୍ତିତର୍କ

दो व्यक्तियों या दलों का शत्रुतापूर्ण ढंग से अपनी-अपनी बातों पर एक दूसरे के ख़िलाफ अडिग रहने का भाव।

छोटी सी बात को लेकर उन दोनों में ठनाठनी हो गई।
अनबन, ठनाठनी

A state of conflict between persons.

clash, friction

ଅର୍ଥ : ଶତ୍ରୁହେବାର ଅବସ୍ଥା ବା ଭାବ

ଉଦାହରଣ : ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ

ସମକକ୍ଷ : ଅରିତ୍ୱ, ବିଦ୍ୱେଷ, ବିରୋଧ, ବୈର, ଶତ୍ରୁତା

The feeling of a hostile person.

He could no longer contain his hostility.
enmity, hostility, ill will

ଅର୍ଥ : ମନୋମାଳିନ୍ୟ କାରଣରୁ କାହାସହ କଥାବାର୍ତ୍ତା ନ କରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ

ଉଦାହରଣ : ତାର ପଡ଼ୋଶୀଙ୍କ ସହିତ ଅପଡ଼ ହୋଇଛି

ସମକକ୍ଷ : ଅପଡ଼

अनबन के कारण किसी से बातचीत न करने की क्रिया, अवस्था या भाव।

उसका अपने पड़ोसी के साथ अबोला चल रहा है।
अबोला