ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପଡ଼   ବିଶେଷ୍ୟ

ଅର୍ଥ : ଯୋଗର ଅଭାବ

ଉଦାହରଣ : ଅମେଳ କାରଣରୁ ସମ୍ପର୍କରେ ଫାଟ ହୁଏ

ସମକକ୍ଷ : ଅମେଳ, ଅଯୋଗ

योग का अभाव।

अयोग के कारण संबंधों में दरार आ रही है।
अयुक्ति, अयोग

ଅର୍ଥ : ପିଲାଙ୍କଦ୍ୱାରା ହାତର ଛୋଟ ଆଙ୍ଗୁଠି ଦେଖାଇ କରାଯାଉଥିବା ମୈତ୍ରୀ ଭଙ୍ଗ

ଉଦାହରଣ : ରମେଶ ଏବଂ ମାଲା କଟ୍ଟୀ କରିଛନ୍ତି

ସମକକ୍ଷ : କଟ୍ଟୀ

बच्चों द्वारा हाथ की छोटी उँगली दिखाकर किया जानेवाला मैत्री भंग।

बच्चों की कुट्टी अधिक देर तक नहीं चलती है।
कट्टिस, कट्टी, कट्टीस, कुट्टी

ଅର୍ଥ : ମନୋମାଳିନ୍ୟ କାରଣରୁ କାହାସହ କଥାବାର୍ତ୍ତା ନ କରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ

ଉଦାହରଣ : ତାର ପଡ଼ୋଶୀଙ୍କ ସହିତ ଅପଡ଼ ହୋଇଛି

ସମକକ୍ଷ : ମନୋମାଳିନ୍ୟ

अनबन के कारण किसी से बातचीत न करने की क्रिया, अवस्था या भाव।

उसका अपने पड़ोसी के साथ अबोला चल रहा है।
अबोला