ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଣ୍ଡପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଣ୍ଡପ   ବିଶେଷ୍ୟ

ଅର୍ଥ : ସମାଧିଆଦିର ମଣ୍ଡପ

ଉଦାହରଣ : ଏହି ସମାଧିର ଛାତ କୁଶଳ କାରିଗରମାନଙ୍କଦ୍ୱାରା ତିଆରି କରାଯାଉଛି

ସମକକ୍ଷ : ଛତରୀ, ଛାତ

समाधि आदि का मंडप।

इस समाधि की छतरी कुशल कारीगरों द्वारा बनाई जा रही है।
छतरी, स्मारक छतरी, स्मारक-छतरी

ଅର୍ଥ : କୌଣସି ବିଶେଷ ଅବସରରେ ବାଉଁଶ, କାଠ,ଦଉଡ଼ି, ଲୁଗାଆଦିରେ ଛାଉଁଣି କରି ତିଆରି କରାଯାଇଥିବା ସ୍ଥାନ

ଉଦାହରଣ : ଏହା ବାହାଘର ମଣ୍ଡପ

ସମକକ୍ଷ : ମଂଡପ

किसी ख़ास अवसर पर बाँस, लकड़ी, रस्सी, कपड़े आदि से छाकर बनाया हुआ स्थान।

यह शादी का मंडप है।
मंडप, मण्डप

ଅର୍ଥ : ଶୁଭ ବା ଧାର୍ମିକ କାମ ନିମନ୍ତେ ତିଆରି ହୋଇଥିବା ଉଚ୍ଚ ଛାୟାପ୍ରଦ ଭୂମି

ଉଦାହରଣ : ସେ ବେଦୀ ଉପରେ ବସି କାହାଣୀ ଶୁଣାଉଛନ୍ତି

ସମକକ୍ଷ : ପୀଠ, ବେଦି, ବେଦିକା, ବେଦୀ, ମଞ୍ଚ

शुभ या धार्मिक कृत्य के लिए बनाई हुई ऊँची छायादार भूमि।

वह वेदी पर बैठकर कथा सुना रहा है।
पीठ, बेदी, वेदि, वेदिका, वेदी

ଅର୍ଥ : ମାନବଦ୍ୱାରା ନିର୍ମିତ ସମତଳ ଓ ଉଚ୍ଚ ଜାଗା

ଉଦାହରଣ : ମହାତ୍ମା ଚଉତରା ଉପରେ ବସି ସତ୍‌ସଙ୍ଗ କରୁଥିଲେ

ସମକକ୍ଷ : ଚଉତରା, ଚାନ୍ଦିନୀ, ପିଣ୍ଡି

मानव द्वारा निर्मित चौरस और ऊँची जगह।

महात्माजी चबूतरे पर बैठकर सत्संग कर रहे हैं।
चबूतरा, चय, चौंतरा, चौतरा, चौरा

A raised horizontal surface.

The speaker mounted the platform.
platform

ଅର୍ଥ : ଦୁଆର ସାମନାରେ ବା ଛାତ ଉପରେ ଥିବା ଛାୟା ପ୍ରଦାନକାରୀ ସ୍ଥାନ

ଉଦାହରଣ : ସେ ମଣ୍ଡପରେ ବସି ବହି ପଢ଼ୁଛି

ସମକକ୍ଷ : ଛାମୁଣ୍ଡିଆ, ବରସାତୀ

दरवाजे के सामने या छत पर का छायादार स्थान।

वह बरसाती में बैठकर पुस्तक पढ़ रहा है।
प्रघण, प्रघन, बरसाती

A structure attached to the exterior of a building often forming a covered entrance.

porch

ଅର୍ଥ : ମନ୍ଦିରର ମଣ୍ଡପର ପ୍ରବେଶଦ୍ୱାର

ଉଦାହରଣ : ମନ୍ଦିରର ମଣ୍ଡପଉପରେ ଭାରି ଭିଡ଼ ଥିଲା

मंदिर के मंडप का प्रवेश द्वार।

मंदिर की चौकी पर अत्यधिक भीड़ थी।
चौकी