ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଞ୍ଚ   ବିଶେଷ୍ୟ

ଅର୍ଥ : ସେହି ଉଚ୍ଚ ମଣ୍ଡପ ବା ସ୍ଥାନ ଯାହାଉପରେ ବସି ବା ଛିଡ଼ାହୋଇ ସର୍ବସାଧାରଣଙ୍କ ସମ୍ମୁଖରେ କୌଣସି କାର୍ଯ୍ୟ କରାଯାଏ ବା କିଛି କୁହାଯାଇଥାଏ

ଉଦାହରଣ : ନେତା ମଞ୍ଚ ଉପରେ ଆସୀନ ଥିଲେ

ସମକକ୍ଷ : ପେଣ୍ଡାଲ୍, ମଞ୍ଚା, ଷ୍ଟେଜ

वह ऊँचा मंडप या स्थान जिस पर बैठकर या खड़े होकर सर्वसाधारण के सामने कोई कार्य किया जाए या कुछ कहा जाए।

नेताजी मंच पर आसीन थे।
मंच, मचान, स्टेज

A large platform on which people can stand and can be seen by an audience.

He clambered up onto the stage and got the actors to help him into the box.
stage

ଅର୍ଥ : ନାଟ୍ୟଶାଳାଆଦିର ବିଶେଷ ସ୍ଥାନ ଯାହା ଉପରେ ଅଭିନେତା ଅଭିନେତ୍ରୀଆଦି ଅଭିନୟ କରନ୍ତି

ଉଦାହରଣ : ସେ ରଙ୍ଗମଞ୍ଚ ପାଖରେ ବସି ନାଟକକୁ ଉପଭୋଗ କରୁଛି

ସମକକ୍ଷ : ରଙ୍ଗଭୂମି, ରଙ୍ଗମଞ୍ଚ, ରଙ୍ଗସ୍ଥଳ

नाट्यशाला आदि में विशेषतः वह स्थान जिस पर अभिनेता, अभिनेत्री आदि अभिनय करते हैं।

मैं रंगमंच के करीब बैठकर नाटक का आनंद ले रहा था।
अभिनय स्थल, आटक मंच, आटक मञ्च, रंगभूमि, रंगमंच, रंगमंडप, रंगमध्य, रंगस्थल, रंगांगण, रङ्गभूमि, रङ्गमञ्च, रङ्गमण्डप, रङ्गमध्य, रङ्गस्थल, रङ्गाङ्गण

A stage in a theater on which actors can perform.

theater stage, theatre stage

ଅର୍ଥ : ଶୁଭ ବା ଧାର୍ମିକ କାମ ନିମନ୍ତେ ତିଆରି ହୋଇଥିବା ଉଚ୍ଚ ଛାୟାପ୍ରଦ ଭୂମି

ଉଦାହରଣ : ସେ ବେଦୀ ଉପରେ ବସି କାହାଣୀ ଶୁଣାଉଛନ୍ତି

ସମକକ୍ଷ : ପୀଠ, ବେଦି, ବେଦିକା, ବେଦୀ, ମଣ୍ଡପ

शुभ या धार्मिक कृत्य के लिए बनाई हुई ऊँची छायादार भूमि।

वह वेदी पर बैठकर कथा सुना रहा है।
पीठ, बेदी, वेदि, वेदिका, वेदी

ଅର୍ଥ : ସଭାର ଅଧିବେଶନ ବା ଉତ୍ସବ ଆଦି ପାଇଁ ତିଆରି ହୋଇଥିବା ତମ୍ବୁ

ଉଦାହରଣ : ଦୟାକରି ଆପଣ ମାନେ ସଭାପତିଙ୍କ ପ୍ରସ୍ଥାନ ପରେ ହିଁ ପେଣ୍ଡାଲ ଛାଡ଼ନ୍ତୁ

ସମକକ୍ଷ : ପେଣ୍ଡାଲ

सभा के अधिवेशन या उत्सव आदि के लिए बनाया हुआ तंबू या खेमा।

कृपया आप लोग सभापति के प्रस्थान के बाद ही पंडाल छोड़ें।
पंडाल

Large and often sumptuous tent.

marquee, pavilion