ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାନ୍ଦିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାନ୍ଦିନୀ   ବିଶେଷ୍ୟ

ଅର୍ଥ : କୂଅ ଉପରର ଚଉତରା

ଉଦାହରଣ : ପାଣି ଭରିବାକୁ ଯାଇ ମୁଁ ତାକୁ ଚାନ୍ଦିନ୍ ଉପରେ ବସିଥିବା ଦେଖିଲି

ସମକକ୍ଷ : ଜଗତି

कुएँ के ऊपर का चबूतरा।

जब मैं पानी भरने गया तो उसको जगत पर बैठे पाया।
जगत, नेमि

ଅର୍ଥ : ମାନବଦ୍ୱାରା ନିର୍ମିତ ସମତଳ ଓ ଉଚ୍ଚ ଜାଗା

ଉଦାହରଣ : ମହାତ୍ମା ଚଉତରା ଉପରେ ବସି ସତ୍‌ସଙ୍ଗ କରୁଥିଲେ

ସମକକ୍ଷ : ଚଉତରା, ପିଣ୍ଡି, ମଣ୍ଡପ

मानव द्वारा निर्मित चौरस और ऊँची जगह।

महात्माजी चबूतरे पर बैठकर सत्संग कर रहे हैं।
चबूतरा, चय, चौंतरा, चौतरा, चौरा

A raised horizontal surface.

The speaker mounted the platform.
platform

ଚାନ୍ଦିନୀ   ବିଶେଷଣ

ଅର୍ଥ : ଚନ୍ଦ୍ର କିରଣଯୁକ୍ତ

ଉଦାହରଣ : ଚାନ୍ଦିନୀ ରାତିରେ ଭ୍ରମଣର ଆନନ୍ଦ ଅଲଗା

चंद्रमा की रोशनी से युक्त।

चाँदनी रात में सैर का आनंद ही कुछ और होता है।
अँजोरा, अंजोरा, उजयाली, चाँदनी, चांदनी

Lighted by moonlight.

The moonlit landscape.
moonlit, moony