ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭ୍ରାନ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭ୍ରାନ୍ତି   ବିଶେଷ୍ୟ

ଅର୍ଥ : କାହା ପ୍ରତି ମନରେ ଉତ୍ପନ୍ନ ହୋଇଥିବା ଭୁଲ ଧାରଣା

ଉଦାହରଣ : ଆପଣଙ୍କ ସହ ମିଶିବା ପରେ ମୋର ଭ୍ରାନ୍ତି ଦୂର ହୋଇଗଲା ଆପଣ ଏହି ଭ୍ରାନ୍ତିରେ ରୁହନ୍ତୁ ନାହିଁ ଯେ ମୁଁ ଆପଣଙ୍କର କିଛି ଅନିଷ୍ଟ କରିପାରିବି ନାହିଁ

ସମକକ୍ଷ : ଭ୍ରମ, ଭ୍ରାନ୍ତ ଧାରଣା

किसी व्यक्ति या बात आदि के प्रति मन में उत्पन्न गलत धारणा।

आपसे मिलने के बाद मेरी गलतफहमी दूर हो गई।
आप इस ग़लतफ़हमी में मत रहिए कि मैं आपका कुछ बिगाड़ नहीं सकता।
गलतफहमी, ग़लतफ़हमी, भरम, भ्रम, भ्रांति, भ्रान्त धारणा, भ्रान्ति, मुगालता

An understanding of something that is not correct.

He wasn't going to admit his mistake.
Make no mistake about his intentions.
There must be some misunderstanding--I don't have a sister.
misapprehension, mistake, misunderstanding

ଅର୍ଥ : କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ

ଉଦାହରଣ : ଅନ୍ଧାରରେ ଦଉଡ଼ିକୁ ଦେଖି ସାପର ଭ୍ରମ ହୋଇଥାଏ

ସମକକ୍ଷ : ଧୋକା, ପ୍ରତିଭାସ, ବିଭ୍ରମ, ଭ୍ରମ, ଭ୍ରାନ୍ତଧାରଣା, ମିଥ୍ୟାଜ୍ଞାନ

किसी को कुछ और ही या दूसरा समझने की क्रिया या भाव।

अँधेरे में रस्सी को देखकर साँप का भ्रम हो जाता है।
अध्यारोप, अध्यारोपण, अध्यास, अध्यासन, अवभास, आरोप, आरोपण, कन्फ्यूजन, कन्फ्यूज़न, धोखा, प्रतिभास, फेर, भरम, भ्रम, भ्रांत धारणा, भ्रांति, भ्रान्ति, मिथ्या ज्ञान, वहम, विपर्यय, विभ्रम, शुबहा

A mistake that results from taking one thing to be another.

He changed his name in order to avoid confusion with the notorious outlaw.
confusion, mix-up