ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭ୍ରାନ୍ତ ଧାରଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭ୍ରାନ୍ତ ଧାରଣା   ବିଶେଷ୍ୟ

ଅର୍ଥ : ଭ୍ରମ କାରଣରୁ ଏକ ବସ୍ତୁକୁ ଅନ୍ୟ ବସ୍ତୁ ବୁଝିବାର କ୍ରିୟା

ଉଦାହରଣ : ଅନ୍ଧାରରେ ଭ୍ରାନ୍ତ ଧାରଣା ହୋଇପାରେ

ସମକକ୍ଷ : ମିଥ୍ୟା ଜ୍ଞାନ

ଅର୍ଥ : କାହା ପ୍ରତି ମନରେ ଉତ୍ପନ୍ନ ହୋଇଥିବା ଭୁଲ ଧାରଣା

ଉଦାହରଣ : ଆପଣଙ୍କ ସହ ମିଶିବା ପରେ ମୋର ଭ୍ରାନ୍ତି ଦୂର ହୋଇଗଲା ଆପଣ ଏହି ଭ୍ରାନ୍ତିରେ ରୁହନ୍ତୁ ନାହିଁ ଯେ ମୁଁ ଆପଣଙ୍କର କିଛି ଅନିଷ୍ଟ କରିପାରିବି ନାହିଁ

ସମକକ୍ଷ : ଭ୍ରମ, ଭ୍ରାନ୍ତି

किसी व्यक्ति या बात आदि के प्रति मन में उत्पन्न गलत धारणा।

आपसे मिलने के बाद मेरी गलतफहमी दूर हो गई।
आप इस ग़लतफ़हमी में मत रहिए कि मैं आपका कुछ बिगाड़ नहीं सकता।
गलतफहमी, ग़लतफ़हमी, भरम, भ्रम, भ्रांति, भ्रान्त धारणा, भ्रान्ति, मुगालता

An understanding of something that is not correct.

He wasn't going to admit his mistake.
Make no mistake about his intentions.
There must be some misunderstanding--I don't have a sister.
misapprehension, mistake, misunderstanding