ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ
ଉଦାହରଣ : ଅନ୍ଧାରରେ ଦଉଡ଼ିକୁ ଦେଖି ସାପର ଭ୍ରମ ହୋଇଥାଏ
ସମକକ୍ଷ : ପ୍ରତିଭାସ, ବିଭ୍ରମ, ଭ୍ରମ, ଭ୍ରାନ୍ତଧାରଣା, ଭ୍ରାନ୍ତି, ମିଥ୍ୟାଜ୍ଞାନ
किसी को कुछ और ही या दूसरा समझने की क्रिया या भाव।
A mistake that results from taking one thing to be another.
ଅର୍ଥ : କାହାରି ମିଛ ବ୍ୟହାରରେ ଉତ୍ପନ୍ନ ହେଉଥିବା ଭ୍ରମ
ଉଦାହରଣ : ସିପାହୀକୁ ଧୋକାଦେଇ ଚୋର ଖସି ପଳାଇଲା
ସମକକ୍ଷ : ଚକମା, ଭୂଆଁବୁଲେଇ
किसी के झूठे व्यवहार से उत्पन्न भ्रम।
Verbal misrepresentation intended to take advantage of you in some way.
ସଂସ୍ଥାପନ କରନ୍ତୁ