ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଲାବୁଲି କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଲାବୁଲି କରିବା   କ୍ରିୟାପଦ

ଅର୍ଥ : ମନଖୁସି କରିବା, ବ୍ୟାୟାମ, ବାୟୁସେବନ, ସ୍ୱାସ୍ଥ୍ୟ ସୁଧାରିବା ଇତ୍ୟାଦିପାଇଁ ବୁଲାବୁଲି କରିବା

ଉଦାହରଣ : ସେ ବଗିଚାରେ ବୁଲାବୁଲି କରୁଅଛି

ସମକକ୍ଷ : ଟହଲିବା, ବିଚରଣ କରିବା

जी बहलाने या व्यायाम, वायु सेवन, स्वास्थ्य सुधार आदि के लिए चलना-फिरना।

वह बाग में टहल रहा है।
घूमना, चलना-फिरना, टहलना, विचरना, सैर करना

ଅର୍ଥ : କୌଣସି ସ୍ଥାନରେ ଭ୍ରମଣ କରିବା

ଉଦାହରଣ : ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି

ସମକକ୍ଷ : ପର୍ୟଟନ କରିବା, ବୁଲିବା, ଭ୍ରମଣ କରିବା

किसी स्थान पर घूमना-फिरना।

हमने गोवा भी घूमा है।
अटना, घूमना, घूमना-फिरना, पर्यटन करना, भ्रमण करना, रमना, सैर करना

Make a tour of a certain place.

We toured the Provence this summer.
tour