ଅର୍ଥ : ଅକାରଣରେ ବୁଲିବା ଓ ଚାଲିବା
ଉଦାହରଣ :
କ୍ରୋଧବଶତଃ ସେ ଗଳିଗଳି ବୁଲୁଥିଲା
ସମକକ୍ଷ : ଚଲାବୁଲା କରିବା, ବିଚରଣ କରିବା
ଅର୍ଥ : କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା
ଉଦାହରଣ :
ସେ ମନ୍ଦିର ପରିକ୍ରମା କରୁଅଛି
ସମକକ୍ଷ : ଘୁରିବା, ଚକକର ମାରିବା, ପରିକ୍ରମା କରିବା
ଅର୍ଥ : କୌଣସି ସ୍ଥାନରେ ଭ୍ରମଣ କରିବା
ଉଦାହରଣ :
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
ସମକକ୍ଷ : ପର୍ୟଟନ କରିବା, ବୁଲାବୁଲି କରିବା, ଭ୍ରମଣ କରିବା