ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂମିଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂମିଜ   ବିଶେଷ୍ୟ

ଅର୍ଥ : ଲାଲ ରଙ୍ଗର ଗୋଟିଏ ଛୋଟ ଗ୍ରହ ଯେ ଦୂରତାରେ ସୂର୍ଯ୍ୟଙ୍କ ଠାରୁ ଚତୁର୍ଥ ସ୍ଥାନରେ ଅଛି

ଉଦାହରଣ : ବୈଜ୍ଞାନିକମାନେ ମଙ୍ଗଳ ଗ୍ରହ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ପ୍ରାପ୍ତ ହେବାପାଇଁ ଲାଗିଛନ୍ତି ମଙ୍ଗଳ ଗ୍ରହକୁ ଅବନୀ ଅର୍ଥାତ ପୃଥିବୀର ପୁତ୍ର ରୂପେ ଗ୍ରହଣ କରାଯାଏ

ସମକକ୍ଷ : ଅଙ୍ଗାରକ, ଭୌମ, ମଙ୍ଗଳ ଗ୍ରହ, ଲୋହିତାଙ୍ଗ

लाल रंग का एक छोटा ग्रह जो दूरी के हिसाब से सूर्य से चौथे स्थान पर है।

वैज्ञानिक मंगल ग्रह के बारे में और अधिक जानकारी प्राप्त करने में लगे हुए हैं।
मंगल ग्रह को अवनि अर्थात् पृथ्वी का पुत्र माना गया है।
अंगारक, अजपति, आवनेय, आषाढ़ाभू, कुज, भू-सुत, भूमिज, भूमिपुत्र, भूसुत, भौम, मंगल, मंगल ग्रह, मंगलग्रह, महीसुत, रक्तांग, लोहितांग, हेम्न

ଭୂମିଜ   ବିଶେଷଣ

ଅର୍ଥ : ଯାହା ଭୂମି ବା ପୃଥିବୀରୁ ଉତ୍ପନ୍ନ ହୋଇଛି

ଉଦାହରଣ : ଧାତୁ ଭୂମିଜ ଖଣିର ଶୁଦ୍ଧିକରଣରୁ ତିଆରିହୁଏ

ସମକକ୍ଷ : କ୍ଷିତିଜ, ପୃଥ୍ୱୀଜ

जो भूमि या पृथ्वी से उत्पन्न हो या होता हो।

धातु भूमिज खनिजों के शोधन से बनता है।
क्षितिज, पृथ्वीज, भूमिज, भौम

ଅର୍ଥ : ଭୂମି ସହ ସଂମ୍ବନ୍ଧିତ ବା ଭୂମିର

ଉଦାହରଣ : ଭୂମିଜ ଜାଗିର ଖଜଣା ବହୁତ କମ୍‌

भूमि से संबंधित या भूमि का।

भौम जागीर पर लिया जाने वाला शुल्क बहुत कम है।
भौम

Of or consisting of or resembling earth.

It had an earthy smell.
Only a little earthy bank separates me from the edge of the ocean.
earthy