ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷିତିଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷିତିଜ   ବିଶେଷ୍ୟ

ଅର୍ଥ : ଦୂରରେ ଯେଉଁଠି ଆକାଶ ଓ ପୃଥିବୀ ମିଶିଲା ଭଳି ଜଣାପଡ଼େ

ଉଦାହରଣ : ଦିଗବଳୟରେ ଅସ୍ତମିତ ସୂର୍ଯ୍ୟ କେଡ଼େ ସୁନ୍ଦର ଦିଶୁଛି

ସମକକ୍ଷ : ଦିଗନ୍ତ, ଦିଗ୍ ବଳୟ

दृष्टि की पहुँच की अन्तिम सीमा पर का वह गोलाकार स्थान जहाँ आकाश और पृथ्वी दोनों मिले हुए जान पड़ते हैं।

क्षितिज में डूबता हुआ सूरज कितना सुन्दर लग रहा है।
आकाश कक्षा, आकाश-कक्षा, आकाशकक्षा, क्षितिज, दिगंत, दिगन्त

The line at which the sky and Earth appear to meet.

apparent horizon, horizon, sensible horizon, skyline, visible horizon

କ୍ଷିତିଜ   ବିଶେଷଣ

ଅର୍ଥ : ଯାହା ଭୂମି ବା ପୃଥିବୀରୁ ଉତ୍ପନ୍ନ ହୋଇଛି

ଉଦାହରଣ : ଧାତୁ ଭୂମିଜ ଖଣିର ଶୁଦ୍ଧିକରଣରୁ ତିଆରିହୁଏ

ସମକକ୍ଷ : ପୃଥ୍ୱୀଜ, ଭୂମିଜ

जो भूमि या पृथ्वी से उत्पन्न हो या होता हो।

धातु भूमिज खनिजों के शोधन से बनता है।
क्षितिज, पृथ्वीज, भूमिज, भौम