ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗାରକ   ବିଶେଷ୍ୟ

ଅର୍ଥ : ଲାଲ ରଙ୍ଗର ଗୋଟିଏ ଛୋଟ ଗ୍ରହ ଯେ ଦୂରତାରେ ସୂର୍ଯ୍ୟଙ୍କ ଠାରୁ ଚତୁର୍ଥ ସ୍ଥାନରେ ଅଛି

ଉଦାହରଣ : ବୈଜ୍ଞାନିକମାନେ ମଙ୍ଗଳ ଗ୍ରହ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ପ୍ରାପ୍ତ ହେବାପାଇଁ ଲାଗିଛନ୍ତି ମଙ୍ଗଳ ଗ୍ରହକୁ ଅବନୀ ଅର୍ଥାତ ପୃଥିବୀର ପୁତ୍ର ରୂପେ ଗ୍ରହଣ କରାଯାଏ

ସମକକ୍ଷ : ଭୂମିଜ, ଭୌମ, ମଙ୍ଗଳ ଗ୍ରହ, ଲୋହିତାଙ୍ଗ

लाल रंग का एक छोटा ग्रह जो दूरी के हिसाब से सूर्य से चौथे स्थान पर है।

वैज्ञानिक मंगल ग्रह के बारे में और अधिक जानकारी प्राप्त करने में लगे हुए हैं।
मंगल ग्रह को अवनि अर्थात् पृथ्वी का पुत्र माना गया है।
अंगारक, अजपति, आवनेय, आषाढ़ाभू, कुज, भू-सुत, भूमिज, भूमिपुत्र, भूसुत, भौम, मंगल, मंगल ग्रह, मंगलग्रह, महीसुत, रक्तांग, लोहितांग, हेम्न

ଅର୍ଥ : ରସାୟନ ଶାସ୍ତ୍ର ଅନୁସାରେ ଗୋଟିଏ ତତ୍ତ୍ୱ ଯାହା ସୃଷ୍ଟି ମଧ୍ୟରେ ଦୁଇ ରୂପରେ ମିଳେ, ଗୋଟିଏ ହୀରା ରୂପରେ ଅନ୍ୟଟି କୋଇଲା ରୂପରେ

ଉଦାହରଣ : ଗ୍ରାନାଇଟ୍‌ କାର୍ବନର ଗୋଟିଏ ରୂପ

ସମକକ୍ଷ : କାର୍ବନ୍‌

रसायनशास्त्र के अनुसार एक तत्व जो सृष्टि के बीच दो रूपों में मिलता है एक हीरे के रूप में दूसरा कोयले के रूप में।

ग्रेनाइट कार्बन का एक रूप है।
अंगारक, कारबन, कार्बन

ଅର୍ଥ : ଜଣେ ଅସୁର

ଉଦାହରଣ : ପୁରାଣରେ ଅଂଗାରକଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଅଂଗାରକ

एक असुर।

अंगारक का वर्णन पुराणों में मिलता है।
अंगारक