ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ
ଉଦାହରଣ : ଶ୍ୟାମ ମୋ କକା ପୁଅ ଭାଇ
ସମକକ୍ଷ : ଭାଇ, ଭ୍ରାତା, ସହୋଦର
एक ही माता-पिता से उत्पन्न या किसी वंश की किसी पीढ़ी के व्यक्ति के लिए मातृ या पितृकुल की उसी पीढ़ी का दूसरा व्यक्ति या जिसे धर्म, समाज, कानून आदि के आधार पर भाई का दर्जा मिला हो।
A male with the same parents as someone else.
ଅର୍ଥ : ପୁରୁଷମାନଙ୍କପାଇଁ ଏକ ସମ୍ବୋଧନ
ଉଦାହରଣ : ଭାଇ! ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି କି?
ସମକକ୍ଷ : ଭାଇ, ଭାଇନା, ଭ୍ରାତା
पुरुषों के लिए एक सम्बोधन।
ସଂସ୍ଥାପନ କରନ୍ତୁ