ଅର୍ଥ : ସଞ୍ଚିତ ଧନ, ଜ୍ଞାନଆଦି
ଉଦାହରଣ :
କୋଷକୁ ଉଚିତ ଜାଗାରେ ଖର୍ଚ୍ଚ କରିବା ଉଚିତ୍ ଦାଦା ଜଣେ ଚଲା ବୁଲା କୋଷ
ସମକକ୍ଷ : ନିଧି
ଅର୍ଥ : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ
ଉଦାହରଣ :
ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି
ସମକକ୍ଷ : ଭଣ୍ଡାର
ଅର୍ଥ : ଶରୀର ରଚନାର ଏକ ଭାଗ ଯାହା ସମାନ କାର୍ଯ୍ୟ ଏବଂ ସଂରଚନାତ୍ମକ କୋଷିକାମାନଙ୍କ ସହିତ ମିଳି ତିଆରି ହୋଇଥାଏ
ଉଦାହରଣ :
ମାନବ ଶରୀରରେ ବିଭିନ୍ନ ପ୍ରକାରର କୋଷ ମିଳିଥାଏ