ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଗ୍ନହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଗ୍ନହେବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁକୁ ଖଣ୍ଡ ଖଣ୍ଡ ହେବା

ଉଦାହରଣ : କାଚ ତାଟିଆ ହାତରୁ ପଡ଼ିବାମାତ୍ରେ ଭାଙ୍ଗିଗଲା

ସମକକ୍ଷ : ଖଣ୍ଡବିଖଣ୍ଡ ହେବା, ଭାଙ୍ଗିଯିବା

किसी वस्तु के टुकड़े होना।

काँच की कटोरी हाथ से छूटते ही टूट गई।
खंडित होना, टूटना, फूटना, भंग होना, भग्न होना

Go to pieces.

The lawn mower finally broke.
The gears wore out.
The old chair finally fell apart completely.
break, bust, fall apart, wear, wear out

ଅର୍ଥ : ଚାଲୁଥିବା କ୍ରମ ଭାଙ୍ଗିଯିବା

ଉଦାହରଣ : ଡ୍ରିଲ କରୁଥିବା ସୈନ୍ୟମାନଙ୍କ କ୍ରମ ଭାଙ୍ଗିଗଲା ବହୁବର୍ଷ ଧରି ଚାଲିଆସୁଥିବା ପତ୍ରାଳାପର ଧାରା ହଠାତ ଭାଙ୍ଗିଗଲା

ସମକକ୍ଷ : ଭାଙ୍ଗିଯିବା

चलते हुए क्रम का भंग होना।

कवायद कर रहे जवानों का क्रम टूट गया।
बरसों से चले आ रहे पत्रों का सिलसिला अचानक टूट गया।
टूटना

Interrupt a continued activity.

She had broken with the traditional patterns.
break, break away