ଅର୍ଥ : କୌଣସି ବସ୍ତୁକୁ ଖଣ୍ଡ ଖଣ୍ଡ ହେବା
ଉଦାହରଣ :
କାଚ ତାଟିଆ ହାତରୁ ପଡ଼ିବାମାତ୍ରେ ଭାଙ୍ଗିଗଲା
ସମକକ୍ଷ : ଖଣ୍ଡବିଖଣ୍ଡ ହେବା, ଭଗ୍ନହେବା
ଅର୍ଥ : ଚାଲୁଥିବା କ୍ରମ ଭାଙ୍ଗିଯିବା
ଉଦାହରଣ :
ଡ୍ରିଲ କରୁଥିବା ସୈନ୍ୟମାନଙ୍କ କ୍ରମ ଭାଙ୍ଗିଗଲା ବହୁବର୍ଷ ଧରି ଚାଲିଆସୁଥିବା ପତ୍ରାଳାପର ଧାରା ହଠାତ ଭାଙ୍ଗିଗଲା
ସମକକ୍ଷ : ଭଗ୍ନହେବା
ଅର୍ଥ : ଯୋଡ଼ି ବା ସଂବଂଧଆଦି ଭାଙ୍ଗିଯିବା
ଉଦାହରଣ :
ସଲମାର ବାହାଘର ଭାଙ୍ଗିଗଲା
ଅର୍ଥ : ଅସ୍ତିତ୍ୱରେ ନ ରହିବା ବା ସରିଯିବା
ଉଦାହରଣ :
ଗାଁର ପୁରୁଣା ସ୍କୁଲଟି ଭାଙ୍ଗିଗଲା