ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଢ଼ାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଢ଼ାଇବା   ବିଶେଷ୍ୟ

ଅର୍ଥ : କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା ଅବା କଳି-ତକରାଳର ରୂପଦେବା

ଉଦାହରଣ : ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ

किसी साधारण सी बात को दिया हुआ बहुत बड़ा या झगड़े-बखेड़े का रूप।

आपने बात का बतंगड़ बना कर हम लोगों में झगड़ा करवा दिया।
अल्हजा, तूमार, बतंगड़

A rapid active commotion.

ado, bustle, flurry, fuss, hustle, stir

ଅର୍ଥ : କୌଣସି କାମ ପ୍ରତି ମନ ବଢ଼ାଇବା ବାଲା କଥା, କାମ ଇତ୍ୟାଦି

ଉଦାହରଣ : ତୁମର ଟେକିବା ଯୋଗୁଁ ହିଁ ଛୁଆମାନେ ଖରାପ ହେଉଛନ୍ତି ତାକୁ ବେଶି ବଢ଼ାଇବାକୁ ଦିଅନ୍ତୁ ନାହିଁ

ସମକକ୍ଷ : ଟେକିବା

ବଢ଼ାଇବା   କ୍ରିୟାପଦ

ଅର୍ଥ : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି

ସମକକ୍ଷ : ଅନୁବର୍ଦ୍ଧନ କରିବା, ଦାୟିତ୍ୱନେବା, ବର୍ଦ୍ଧିତ କରାଇବା, ରକ୍ଷଣାବେକ୍ଷଣ କରିବା

* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।

किसान पान की लताओं का अनुवर्धन कर रहा है।
अनुवर्धन करना

ଅର୍ଥ : ଲମ୍ବରେ ବିସ୍ତାର କରିବା

ଉଦାହରଣ : ସେ ସିଲାଇ ଖୋଲି ତାଙ୍କ କୁର୍ତ୍ତାକୁ ବଢ଼େଇଲେ

ସମକକ୍ଷ : ଲମ୍ବାକରିବା

लंबाई में विस्तार करना।

उसने सिलाई खोलकर अपना कुरता बढ़ाया।
बढ़ाना, लंबा करना, लम्बा करना

Make longer.

Lengthen this skirt, please.
lengthen

ଅର୍ଥ : ଅଧିକ ପ୍ରବଳ ବା ତୀବ୍ର କରିବ

ଉଦାହରଣ : ପଙ୍ଖାର ଗତିକୁ ଆଉ ଟିକିଏ ବଢ଼ାଇଦିଅ

ସମକକ୍ଷ : ତୀବ୍ର କରିବ

अधिक प्रबल या तीव्र करना।

बहुत गर्मी है, जरा पंखा बढ़ा दीजिए।
तीव्र करना, तेज करना, तेज़ करना, बढ़ाना

Increase or raise.

Boost the voltage in an electrical circuit.
advance, boost, supercharge

ଅର୍ଥ : ପରିମାଣରେ ଅଧିକ କରିବା

ଉଦାହରଣ : ସେ ଭୋଜନର ପରିମାଣ ବଢ଼ାଇଦେଇଛି

ସମକକ୍ଷ : ଅଧିକ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା

परिमाण में अधिक करना।

उसने भोजन की मात्रा बढ़ाई है।
बढ़ाना

Become bigger or greater in amount.

The amount of work increased.
increase

ଅର୍ଥ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା

ସମକକ୍ଷ : ପ୍ରସାରିତ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା

बढ़ाने का काम दूसरे से कराना।

रहीम ने अपने मकान में ठेकेदार से कहकर एक कमरा बढ़वाया।
बढ़वाना