ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସାରିତ କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସାରିତ କରାଇବା   କ୍ରିୟାପଦ

ଅର୍ଥ : କାହାରିକୁ ଟାଣିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଜେଜେ ପିଲାମାନଙ୍କଦ୍ୱାରା ସ୍ପ୍ରିଙ୍ଗ ଟଣାଉଛନ୍ତି

ସମକକ୍ଷ : ଟଣାଇବା, ବିସ୍ତାରିତ କରାଇବା

किसी को तानने में प्रवृत्त करना।

दादाजी बच्चों से स्प्रिंग तनवा रहे हैं।
तनवाना

Make long or longer by pulling and stretching.

Stretch the fabric.
elongate, stretch

ଅର୍ଥ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା

ସମକକ୍ଷ : ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା, ବଢ଼ାଇବା

बढ़ाने का काम दूसरे से कराना।

रहीम ने अपने मकान में ठेकेदार से कहकर एक कमरा बढ़वाया।
बढ़वाना