ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଡ଼େଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଡ଼େଇ   ବିଶେଷ୍ୟ

ଅର୍ଥ : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା

ଉଦାହରଣ : ସେ ଦିନସାରା ନିଜର ବଡ଼ାଇ ଗପୁଥାଏ

ସମକକ୍ଷ : ଅହଂକାର, ଅହଙ୍କାର କଥା, ଆତ୍ମଶ୍ଳାଘା, ଗର୍ବ, ବଡ଼ାଇ, ବଡ଼ିମା

शेखी से बहुत बढ़कर कही जाने वाली बात।

उनकी लंबी-लंबी डींगों से सभी परेशान रहते हैं।
अतिवाद, गप, गल्प, डींग

Speaking of yourself in superlatives.

boast, boasting, jactitation, self-praise

ଅର୍ଥ : ନିଜ ସପକ୍ଷରେ ବଢ଼େଇତଢ଼େଇ କହିବା ପ୍ରକ୍ରିୟା

ଉଦାହରଣ : ଅହଂବାଦରୁ ଦୂରେଇ ରୁହ

ସମକକ୍ଷ : ଅହଂବାଦ, ଫୁଟାଣି

स्वयं के बारे में बढ़ा-चढ़ाकर बोलने की क्रिया।

डींग मारने से बचें।
अहंवाद, गप मारना, गप हाँकना, गप्प मारना, गप्प हाँकना, डींग मारना, डींग हाँकना, बघारना, शेखी बघारना

Speaking of yourself in superlatives.

boast, boasting, jactitation, self-praise