ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟୟ   ବିଶେଷ୍ୟ

ଅର୍ଥ : ଯେତିକି ପରିମାଣର ଧନ କୌଣସି ଜିନିଷ ତିଆରି କରିବାପାଇଁ ଲାଗେ

ଉଦାହରଣ : ଏହି ଘର ତିଆରିପାଇଁ କେତେ ଖର୍ଚ୍ଚ ହେବ?

ସମକକ୍ଷ : ଖରଚ, ଖର୍ଚ୍ଚ

उतना धन जितना कोई चीज तैयार करने में लगे।

इस घर को बनवाने में कितनी लागत आयेगी।
खरच, खरचा, खर्च, खर्चा, ख़रच, ख़रचा, ख़र्च, ख़र्चा, परिव्यय, लागत, व्यय

The total spent for goods or services including money and time and labor.

cost

ଅର୍ଥ : କୌଣସି କାମ ପୂରା କରିବାପାଇଁ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଧନ ଦେବା ବା ଲଗାଇବାର କ୍ରିୟା

ଉଦାହରଣ : ଏହି ଭବନର ନିର୍ମାଣରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଗଲା

ସମକକ୍ଷ : ଖର୍ଚ୍ଚ, ବିନିଯୋଗ

कोई काम पूरा करने के लिए पारिश्रमिक, मूल्य आदि के रूप में धन देने या लगने की क्रिया।

इस भवन के निर्माण में लाखों रुपये खर्च हो गए।
खरच, खरचा, खर्च, खर्चा, ख़रच, ख़रचा, ख़र्च, ख़र्चा, व्यय

The act of spending money for goods or services.

expending, expenditure