ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନିଯୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନିଯୋଗ   ବିଶେଷ୍ୟ

ଅର୍ଥ : ସମ୍ପତ୍ତି ଆଦି(ବିକ୍ରୟ ବା ଦାନ ଆଦିଦ୍ୱାରା) ଅନ୍ୟକୁ ଦେବାର ପ୍ରକ୍ରିୟା

ଉଦାହରଣ : ସେ ବିନିଯୋଗପାଇଁ ଉଚିତ ବ୍ୟକ୍ତିଙ୍କ ଅନ୍ୱେଷଣରେ ଅଛନ୍ତି

सम्पत्ति आदि किसी प्रकार (विक्रय या दान आदि से) दूसरे को देने की क्रिया।

उन्हें विनियोग के लिए उचित व्यक्ति की तलाश है।
विनियोग, विनियोजन

ଅର୍ଥ : ବ୍ୟବସାୟରେ ପୁଞ୍ଜି ଲଗାଇବା ପ୍ରକ୍ରିୟା

ଉଦାହରଣ : ସେ ପ୍ରତିବର୍ଷ ନିଜ ଆୟର ପ୍ରାୟ ଅଧା ବିନିଯୋଗ କରନ୍ତି

व्यापार में पूँजी लगाने की क्रिया।

वे अपनी कमाई के लगभग पचास प्रतिशत का प्रतिवर्ष विनियोग करते हैं।
विनियोग, विनियोजन

The act of investing. Laying out money or capital in an enterprise with the expectation of profit.

investing, investment

ଅର୍ଥ : ବୈଦିକ ରୀତିରେ ହେଉଥିବା ମନ୍ତ୍ରର ପ୍ରୟୋଗ

ଉଦାହରଣ : ମନ୍ତ୍ର ବିନିଯୋଗର ପାଞ୍ଚୋଟି ଅଙ୍ଗ ରହିଛି

वैदिक कृत्यों में होने वाला मंत्र का प्रयोग।

मंत्र विनियोग के पांच अंग होते हैं।
विनियोग, विनियोजन

ଅର୍ଥ : କୌଣସି ଫଳ ଉଦ୍ଦେଶ୍ୟରେ ଏକ ବସ୍ତୁର ଉପଯୋଗ

ଉଦାହରଣ : କୋଟିକୋଟି ଟଙ୍କାରୁ ମଧ୍ୟ ଅଧିକ ଅନୁପୂରକ ଦାବି ଓ ସେହି ସମ୍ବନ୍ଧୀୟ ବିନିଯୋଗ ବିଧେୟକକୁ ଗୃହୀତ କରିଦେଲେ

किसी फल के उद्देश्य से किसी वस्तु का उपयोग।

करोड़ रुपये से भी अधिक की अनुपूरक मांगे एवं तत्संबधी विनियोग विधेयक को पारित कर दिया।
विनियोग, विनियोजन

ଅର୍ଥ : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ

ଉଦାହରଣ : ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ

ସମକକ୍ଷ : ଉପଯୋଗ, କାମ, ପ୍ରୟୋଗ, ବ୍ୟବହାର

किसी वस्तु या बात को उपयोग में लाए जाने की क्रिया या भाव।

यहाँ नशीले पदार्थों का प्रयोग वर्जित है।
अमल, आचरण, इस्तमाल, इस्तेमाल, उपयोग, उपयोजन, काम, कार्य, जोग, प्रयोग, प्रयोजन, ब्योहार, यूज, यूज़, यूस, योग, योजना, विनियोग, विनियोजन, व्यवहार

The act of using.

He warned against the use of narcotic drugs.
Skilled in the utilization of computers.
employment, exercise, usage, use, utilisation, utilization

ଅର୍ଥ : କୌଣସି କାମ ପୂରା କରିବାପାଇଁ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଧନ ଦେବା ବା ଲଗାଇବାର କ୍ରିୟା

ଉଦାହରଣ : ଏହି ଭବନର ନିର୍ମାଣରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଗଲା

ସମକକ୍ଷ : ଖର୍ଚ୍ଚ, ବ୍ୟୟ

कोई काम पूरा करने के लिए पारिश्रमिक, मूल्य आदि के रूप में धन देने या लगने की क्रिया।

इस भवन के निर्माण में लाखों रुपये खर्च हो गए।
खरच, खरचा, खर्च, खर्चा, ख़रच, ख़रचा, ख़र्च, ख़र्चा, व्यय

The act of spending money for goods or services.

expending, expenditure