ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖରଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖରଚ   ବିଶେଷ୍ୟ

ଅର୍ଥ : ଯେତିକି ପରିମାଣର ଧନ କୌଣସି ଜିନିଷ ତିଆରି କରିବାପାଇଁ ଲାଗେ

ଉଦାହରଣ : ଏହି ଘର ତିଆରିପାଇଁ କେତେ ଖର୍ଚ୍ଚ ହେବ?

ସମକକ୍ଷ : ଖର୍ଚ୍ଚ, ବ୍ୟୟ

उतना धन जितना कोई चीज तैयार करने में लगे।

इस घर को बनवाने में कितनी लागत आयेगी।
खरच, खरचा, खर्च, खर्चा, ख़रच, ख़रचा, ख़र्च, ख़र्चा, परिव्यय, लागत, व्यय

The total spent for goods or services including money and time and labor.

cost