ଅର୍ଥ : ବ୍ୟଭିଚାର କରୁଥିବା ବ୍ୟକ୍ତି
ଉଦାହରଣ :
ବ୍ୟଭିଚାରୀକୁ ସମାଜ ହେୟ ଦୃଷ୍ଟିରେ ଦେଖେ
ସମକକ୍ଷ : ଦୁଶ୍ଚରିତ୍ର ବ୍ୟକ୍ତି
ଅର୍ଥ : ଭ୍ରଷ୍ଟାଚାର ଯୋଗ୍ୟ
ଉଦାହରଣ :
ଡକାୟତ ଭ୍ରଷ୍ଟାଚାରୀ ପୋଲିସ ଅଧିକାରୀଙ୍କୁ ବହୁତ ଧନ ଦେବାପାଇଁ ଲାଳସା ଦେଖାଉଥିଲା
ସମକକ୍ଷ : ଭ୍ରଷ୍ଟାଚାରୀ
ଅର୍ଥ : ଯେ ବ୍ୟଭିଚାର କରେ
ଉଦାହରଣ :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
ସମକକ୍ଷ : କାମୁକ, ଚରିତ୍ରହୀନ, ଦୁଶ୍ଚରିତ୍ର