ଅର୍ଥ : ଅଧିକ କାମ ପ୍ରବୃତ୍ତି ଯୋଗୁଁ ଭଲମନ୍ଦ ଜ୍ଞାନ ବିଚାର କରୁନଥିବା ଲୋକ
ଉଦାହରଣ :
କାମୁକ ବ୍ୟକ୍ତି ନାବାଳିକାର ହତ୍ୟା କରିଦେଲା
ସମକକ୍ଷ : କାମନ୍ଧ
ଅର୍ଥ : ଯାହାଠାରେ କାମବାସନା ଅଛି
ଉଦାହରଣ :
ସେ ଏକ ଲମ୍ପଟ ବ୍ୟକ୍ତି
ସମକକ୍ଷ : ଇନ୍ଦ୍ରିୟଲୋଲୁପ, ଇନ୍ଦ୍ରିୟାଶକ୍ତ, କାମଲୋଲୁପ, କାମୀ, ଲମ୍ପଟ
ଅର୍ଥ : ଯେ ବ୍ୟଭିଚାର କରେ
ଉଦାହରଣ :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
ସମକକ୍ଷ : ଚରିତ୍ରହୀନ, ଦୁଶ୍ଚରିତ୍ର, ବ୍ୟଭିଚାରୀ