ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚରିତ୍ରହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚରିତ୍ରହୀନ   ବିଶେଷ୍ୟ

ଅର୍ଥ : କାମ ବାସନାରେ ଅତ୍ୟଧିକ ଲିପ୍ତ ରହୁଥିବା ବ୍ୟକ୍ତି

ଉଦାହରଣ : କାମୁକକୁ ଜୀବନର ସୁଖ କାମବାସନାରେ ହିଁ ଦେଖାଯାଏ

ସମକକ୍ଷ : କାମୁକ, ବିଟ, ବିଟପ, ବ୍ୟଭିଚାରୀ, ଲମ୍ପଟ

काम वासना में अत्यधिक लिप्त रहने वाला व्यक्ति।

कामुक को जीवन का सुख काम वासना में ही दिखाई पड़ता है।
अनुक, इश्क-बाज, इश्कबाज, इश्क़-बाज़, इश्क़बाज़, कामकूट, कामी, कामुक, नागरीट, नागवीट, भोगी, मधुकर, रंगरसिया, रङ्गरसिया, लंपट, लम्पट, विलासी, विषयी, शोहदा

ଚରିତ୍ରହୀନ   ବିଶେଷଣ

ଅର୍ଥ : ଯାହାର କୁମାରୀତ୍ବ ବା ବ୍ରହ୍ମଚର୍ଯ୍ୟ ନଷ୍ଟ ହୋଇଯାଇଛି

ଉଦାହରଣ : ନଷ୍ଟଚରିତ୍ର କନ୍ୟା ସହିତ କେହି ବିବାହ କରିବାପାଇଁ ଚାହାଁନ୍ତି ନାହିଁ

ସମକକ୍ଷ : ନଷ୍ଟଚରିତ୍ର

जिसका कौमार्य या ब्रह्मचर्य नष्ट हो चुका हो।

अवकीर्ण कन्या से कोई विवाह करना नहीं चाहता था।
अवकीर्ण, कौमार्यभंजित

ଅର୍ଥ : ଯେ ବ୍ୟଭିଚାର କରେ

ଉଦାହରଣ : ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ

ସମକକ୍ଷ : କାମୁକ, ଦୁଶ୍ଚରିତ୍ର, ବ୍ୟଭିଚାରୀ

जो व्यभिचार करता हो।

आदिवासियों ने एक व्यभिचारी कर्मचारी को पकड़कर बहुत ही पीटा।
अन्यग, अन्यगामी, अय्याश, ऐयाश, कामी, कामुक, ज़िनाकार, जिनाकार, दुश्चरित, पारदारिक, बदकार, बदचलन, व्यभिचारी

Not faithful to a spouse or lover.

Adulterous husbands and wives.
A two-timing boyfriend.
adulterous, cheating, two-timing

ଅର୍ଥ : ଖରାପ ବା ନିନ୍ଦନୀୟ ଚରିତ୍ରର

ଉଦାହରଣ : ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ

ସମକକ୍ଷ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ, ଭ୍ରଷ୍ଟାଚାରୀ

Unrestrained by convention or morality.

Congreve draws a debauched aristocratic society.
Deplorably dissipated and degraded.
Riotous living.
Fast women.
debauched, degenerate, degraded, dissipated, dissolute, fast, libertine, profligate, riotous